ମୁମ୍ବାଇ: ବଲିଉଡ୍ କଳାକାରମାନେ ଭିନ୍ନ ଧରଣର ବ୍ୟକ୍ତିତ୍ୱ ମେଣ୍ଟେନ୍ କରନ୍ତି। ଯେହେତୁ ସେମାନେ କଳାକର ଏବଂ ତାଙ୍କର ଅନେକ ପ୍ରଶଂସକ ତେଣୁ ସେମାନେ ତାଙ୍କ ସୁନ୍ଦରତାଠୁ ଆରମ୍ଭ କରି ଚାଲିଚଳଣୀ ପର୍ଯ୍ୟନ୍ତ ସବୁଥିରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତି। ତଥାପି କେବେକେବେ ସେମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଏଇ ଯେମିତି, କିଛି ବଲିଉଡ୍ କଳାକାରଙ୍କ ଟ୍ୱିଟର୍ ପୋଷ୍ଟ୍ ଭାଇରାଲ୍ ହେଉଛି। ଟ୍ୱିଟର୍ରେ ଇଂଲିଶ୍ରେ ଲେଖି ପୋଷ୍ଟ୍ କରିବା ପରେ କିଛି କଳାକାରଙ୍କୁ ଇଂଲିଶ୍ ଗୁରୁଙ୍କ ସହ ସମ୍ପର୍କ କରି ଗ୍ରାମ୍ମାର୍ ଶିଖିବା ପାଇଁ ଲୋକେ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଦେଖିବା ସେସବୁ ପୋଷ୍ଟ୍ କ’ଣ।
୧) ବରୁନ୍ ଧାୱନ
ଏହି ପୋଷ୍ଟ୍କୁ ଦେଖି କିଛି ଲୋକ ବରୁନ୍ଙ୍କୁ ସମାଲୋଚନା କରିଛନ୍ତି ଏହଂ କହିଛନ୍ତି ସ୍କୁଲ୍ରେ ଶିକ୍ଷକ ଆମକୁ ବିରାମ ଚିହ୍ନ ଦେବା କଥା ଶିଖାଇଛନ୍ତି। ବୋଧହୁଏ ବରୁନ୍ ସେଇଟା ଭୁଲିଗଲେଣି।
୨)ପ୍ରିୟଙ୍କା ଚୋପ୍ରା

୩)ଦୀପିକା ପାଦୁକୋନ୍

୪) ମିକା ସିଂ

୫) ହନି ସିଂ
୬) ନର୍ଗିସ୍ ଫକରି

୭) ଜାକି ଭଗ୍ନାନି

୮) ଫର୍ହାନ୍ ଅଖ୍ତର

୯) ସଲମାନ୍ ଖାନ୍

୧୦) ଶାହିଦ୍ କପୁର

୧୧)ଅମିଶା ପଟେଲ୍

୧୨) କରନ୍ ଜୋହର

୧୩) ଅନୁଷ୍କା ଶର୍ମା

from OdishaReporter https://ift.tt/2NfAZ0P

No comments:
Post a Comment