ସୁନା ତିଆରି ‘ମୋଦି’ ଓ ‘ଯୋଗୀ’ ରାଖୀ କିଣିବାକୁ ଭଉଣୀଙ୍କ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସୁନା ତିଆରି ‘ମୋଦି’ ଓ ‘ଯୋଗୀ’ ରାଖୀ କିଣିବାକୁ ଭଉଣୀଙ୍କ ଭିଡ଼

rakhi

ଅହମ୍ମଦାବାଦ: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। ଏଥିପାଇଁ ରାଖୀ ବଜାରରେ ଭଉଣୀମାନଙ୍କ ଭିଡ଼ ଲାଗିଛି। ହେଲେ ଗୁଜରାଟ ସହରର ଏକ ସୁନା ଦୋକାନରେ ଏକ ନିଆରା ରାଖୀ ଦେଖିବାକୁ ମିଳିଛି। ସେଠାରେ ସୁନାର ରାଖୀ ବିକ୍ରି ହେଉଛି। ଏହି ରାଖୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି।

ଏମିତିକି କିଛି ରାଖୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଫଟୋ ମଧ୍ୟ ଲାଗିଛି। ଏହି ରାଖୀ କିଣିବା ପାଇଁ ମହିଳା ଓ ଯୁବତୀମାନଙ୍କ ଭିଡ଼ ଲାଗୁଛି।

ଏନେଇ ଜଣେ ଯୁବତୀ କହିଛନ୍ତି,“ଏହି ରାଖୀ ମୋ ଭାଇଙ୍କୁ ନରେନ୍ଦ୍ର ମୋଦିଙ୍କ ପରି ବଳିଷ୍ଠ ବ୍ୟକ୍ତି ହେବାକୁ ପ୍ରେରଣା ଦେବ।”

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଖୀକୁ ଜିଏସ୍‌ଟି ମୁକ୍ତ କରିଛନ୍ତି।



from Odisha Reporter https://ift.tt/2P6gox3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages