ଲକ୍ଷ୍ମୀଙ୍କ ଆଗମନକୁ ନେଇ ଏହି ପକ୍ଷୀ ଦିଏ ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଲକ୍ଷ୍ମୀଙ୍କ ଆଗମନକୁ ନେଇ ଏହି ପକ୍ଷୀ ଦିଏ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସଂପତ୍ତିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ତାଙ୍କ କୃପାଦୃଷ୍ଟି ପଡ଼ିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ। ତେବେ ମା’ ଲକ୍ଷ୍ମୀ ସମସ୍ତଙ୍କ ଘରେ ବିଜେ ହୁଅନ୍ତି ନାହିଁ। ତେଣୁ ଅନେକ ସମୟରେ ଦେଖାଯାଏ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ପୂଜାପାଠ କରନ୍ତି।

ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କ ଆଗମନକୁ ନେଇ ପୂର୍ବରୁ ସୂଚନା ମିଳିଯାଏ। ଏକ ପକ୍ଷୀ ଏହି ସୂଚନା ଦେଇଥାଏ। ତେବେ ଅନେକ ଏହାକୁ ଜାଣିପାରନ୍ତି ନାହିଁ।
କୋଇଲି ଯଦି ଘର ଉପରେ ବସେ, ତା’ହେଲେ ଜାଣି ନିଅନ୍ତୁ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ। ସେହିପରି ଘରେ ଥିବା ବଗିଚାର କୌଣସି ଗଛ ଉପରେ ବସି କୋଇଲି ଯଦି ବାରମ୍ବାର ରାବ ଦିଏ, ତା’ହେଲେ ବି ଜାଣିବେ ଯେ ଆପଣଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ। ଏଥିସହ ଯଦି ଘରକୁ ଚୁଚୁନ୍ଦ୍ରା ମୂଷା ଆସୁଛନ୍ତି, ତେବେ ଜାଣିବେ ନିକଟ ଭବିଷ୍ୟତରେ ଆପଣଙ୍କୁ ଧନପ୍ରାପ୍ତି ହେବ।



from Odisha Reporter https://ift.tt/2LXKP6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages