ହାତୀ ପିଠିରୁ ଖସି ପଡ଼ିଲେ ଉପ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ହାତୀ ପିଠିରୁ ଖସି ପଡ଼ିଲେ ଉପ ବାଚସ୍ପତି

elephant

ଗୁଆହାଟୀ: ଆସାମର ନବ ନିର୍ବାଚିତ ଉପ ବାଚସ୍ପତି କ୍ରିପାନାଥ ମଲ୍ଲାହଙ୍କର ଏକ ଭିଡିଓ ଏବେ ଅନ୍‌ଲାଇନ୍‌ରେ ଦେଖିବାକୁ ମିଳିଛି। ଏଥିରେ ସେ ହାତୀ ଉପରୁ ଖସି ପଡ଼ିଛନ୍ତି।

ଘଟଣାଟି ଶନିବାର ଦିନ ଘଟିଛି।

ସେ ଗତକାଲି ରାତବାରି ବିଧାନସଭା ମଣ୍ଡଳୀକୁ ଯାଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଯାଇଛନ୍ତି।

ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଭିଡିଓରୁ ଦେଖିବାକୁ ମିଳୁଛି ଯେ ହାତୀଟି ଦ୍ରୁତ ଗତିରେ ଆଗକୁ ବଢ଼ିବା ବେଳେ ଉପ ବାଚସ୍ପତି ସନ୍ତୁଳନ ରକ୍ଷା କରିପାରିଲେ ନାହିଁ ଓ ପଡ଼ିଗଲେ। ତେବେ ତାଙ୍କର କିଛି ହୋଇନାହିଁ।



from Odisha Reporter https://ift.tt/2QyRQ09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages