ଘାଟିରେ ଖସିଲା ଯାତ୍ରୀବାହୀ ବସ୍‌, ୧୧ ମୃତ, ୧୯ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଘାଟିରେ ଖସିଲା ଯାତ୍ରୀବାହୀ ବସ୍‌, ୧୧ ମୃତ, ୧୯ ଆହତ

ପୁଞ୍ଚ: ଆଜି ସକାଳ ୯.୧୫ ସମୟରେ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି।

ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁଞ୍ଚ ଜିଲ୍ଲାର ଲୋରାନ୍‌ଠାରୁ ପୁଞ୍ଚ ଆଡ଼କୁ ଯାଉଥିଲା। ସକାଳ ୯.୧୫ ସମୟରେ ଏହା ଭାରସାମ୍ୟ ହରାଇ ଏକ ଗଭୀର ଘାଟି ତଳକୁ ଖସିପଡ଼ିଥିଲା।

ଆହତମାନଙ୍କୁ ତୁରନ୍ତ ମଣ୍ଡି ଜିଲ୍ଲାର ସବ୍‌ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ୫ ଜଣକୁ ପୁଞ୍ଚ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି।



from Odisha Reporter https://ift.tt/2ROyu8B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages