ନବ ନିର୍ମାଣ କୃଷକ ସଙ୍ଗଠନର ରେଳରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ନବ ନିର୍ମାଣ କୃଷକ ସଙ୍ଗଠନର ରେଳରୋକ

jajpur

ଯାଜପୁର (ଗୁଲାମ ଗୋସ୍‌): ଯାଜପୁର ଜିଲ୍ଲା ଗଡ଼ମଧୁପୁର ରେଳ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ରେଳରୋକ କରାଯାଇଥିଲା। ସଙ୍ଗଠନର ବହୁ ମହିଳା ଓ ପୁରୁଷ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଭିନ୍ନ ନାରବାଜି କରିବା ସହ ରେଳରୋକ କରିଥିଲେ।

ଫଳରେ କିଛି ସମୟ ପାଇଁ ଧଉଳି ଏକ୍ସପ୍ରେସ୍‌ ଷ୍ଟେସନରେ ଅଟକି ରହିଥିଲା। ଜିଆରପି ଓ ଜେନାପୁର ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ରେଳ ଧାରଣାରୁ ହଟାଇ ନେବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରାଇସ୍, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ  ଗତ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ ଜାରି ରହିଛି।



from Odisha Reporter http://bit.ly/2Gv4uMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages