୨୫୦ରୁ ଅଧିକ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

୨୫୦ରୁ ଅଧିକ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର ୨୫୦ରୁ ଅଧିକ ନକ୍ସଲ ସମର୍ଥକ ଗତକାଲି ମାଥିଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଉ ପୁଲିସ୍‌ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ  ବଣ୍ଟନ କରିଛନ୍ତି। ଗତ ଦିନରେ ଏମାନେ ପୁଲିସ୍‌ ବିରୋଧରେ ନକ୍ସଲଙ୍କ ପାଇଁ କାମ କରୁଥିଲେ। ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୁଲିସ୍‌ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଞ୍ଚଳ ନକ୍ସଲଙ୍କ କବଜାରେ ରହିଥିଲା। ୨୫୦ରୁ ଅଧିକ ନକ୍ସଲଙ୍କ ସମର୍ଥକଙ୍କ ଆତ୍ମସମର୍ପଣ ପରେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି।

ଏଥିସହ ମହୁପଦରରେ ପୁଲିସ୍‌ର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରିବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା ରଖିଛନ୍ତି।



from Odisha Reporter https://ift.tt/2ZkJeA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages