ତାଳଚେର ବିଧାୟକଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ତାଳଚେର ବିଧାୟକଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଲେ

ଅନୁଗୁଳ (ଓଡ଼ିଶା ରିପୋର୍ଟର): ବିଧାୟକଙ୍କୁ ତାଲା ଦେଇ ଜାଳିଦେଲେ ଗାଡ଼ି।  ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ପ ଅଫିସରେ ଗାଡି ଜାଳିଦେଇଥିବା ଅଭିଯୋଗ ହୋଇଛି । ରାତିରେ ଘର ବାହାରୁ ତାଲା ପକାଇ କ୍ୟାମ୍ପ୍ ଅଫିସ୍‌ରେ ଗାଡ଼ି ଜାଳିଦିଆଯାଇଛି। ବଡ଼ କଥା ହେଉଛି, ବିଧାୟକଙ୍କ ଉପସ୍ଥିତିରେ କ୍ୟାମ୍ପ୍ ଅଫିସରେ ନିଆଁ ଲଗାଇ ପୋଡ଼ିଛନ୍ତି ଦୁର୍ବୃତ୍ତ । ଏଥିରେ ବିଧାୟକଙ୍କର ଗୋଟିଏ ଫର୍ଚୁନର ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବିକ୍ରମପୁର ପୁଲିସ ପହଞ୍ଚି ଛାନଭିନ୍ ଚଳାଇଛି ।



from Odisha Reporter https://ift.tt/2rsYvlA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages