୬ରେ ଲଞ୍ଚ୍‌ ହେବ Realme 5i - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

୬ରେ ଲଞ୍ଚ୍‌ ହେବ Realme 5i

ନୂଆଦିଲ୍ଲୀ: Realme ଜାନୁଆରୀ ୬ରେ ତା’ର ନୂଆ ଫୋନ୍‌ Realme 5i ଲଞ୍ଚ୍‌ କରିବାରୁ ଯାଉଛି। କମ୍ପାନୀ ପ୍ରଥମେ ଏହାକୁ ଭିଏତ୍‌ନାମ୍‌ରେ ଲଞ୍ଚ୍ କରିବ। ତେବେ ଭାରତରେ ଏହାର ଲଞ୍ଚ୍‌ କେବେ ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ।

ସୂଚନା ଅନୁଯାୟୀ, Realme 5i ହେଉଛି Realme 5ର ଡାଉନ୍‌ଗ୍ରେଡ୍‌ ଭର୍ସନ୍‌। କିନ୍ତୁ ଏହାର ରିୟର୍‌ ପ୍ୟାନେଲ୍‌ରେ ନୂଆ ଡିଜାଇନ୍‌ ରହିବ ଓ ଏହାକୁ ଦୁଇଟି ରଙ୍ଗରେ ଲଞ୍ଚ୍‌ କରାଯିବ। ଏହି ଫୋନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୩ ହଜାର ଟଙ୍କା ରହିଛି।

Realme 5iର ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୫୨ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି 720×1600 ପିକ୍ସେଲ୍ନ୍ ସହିତ ୱାଟର୍ ଡ୍ରପ୍‌ ନଚ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6.0.1
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୬୬୫
  • ରାମ୍: 4 GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 12 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 8 MP
  • ବ୍ୟାଟେରୀ: 5000mAh ସହ 30 ୱାଟ୍  VOOC 4.0 ଫ୍ଲାସ୍‌ ଚାର୍ଜିଂ ସପୋର୍ଟ

 

 



from Odisha Reporter https://ift.tt/2FcPKj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages