ଅମିତାଭଙ୍କ ନାତୁଣୀଙ୍କ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ଅମିତାଭଙ୍କ ନାତୁଣୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଇଣ୍ଟରନେଟରେ ସେ ଏବେ ବେଶ ଚର୍ଚ୍ଚିତ । ନିକଟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିବାର ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ନବ୍ୟା ଖୁବ୍‌ ସୁନ୍ଦର ଭୋବେ ପିଆନୋ ବଜାଉଥିବା ଦେଖିବାକୁ ମିଳିଛି । ସେ Yiruma ଟ୍ରାକ୍‌ River Flows in You ପ୍ଲେ କରୁଛନ୍ତି। ଏହି ଧୁନ୍‌ଟି ସୁପରହିଟ୍‌ ହଲିଉଡ ଫିଲ୍ମ Twilight ରେ ବ୍ୟବହାର କରାଯାଇଛି । ନବ୍ୟାଙ୍କ ଏଭଳି ନିଖୁଣ ଭାବେ ପିଆନୋ ବଜାଉଥିବାର ଭିଡିଓ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

 

View this post on Instagram

 

A post shared by Navya Naveli Nanda (@navyananda)


ସେପେଟ ନାତୁଣୀ ନବ୍ୟାଙ୍କ ପିଆନୋ ବଜାଉଥିବା ସ୍କିଲକୁ ଦେଖି ଅମିତାଭ ଖୁସି ବ୍ୟକ୍ତି କରିଛନ୍ତି । ନବ୍ୟାଙ୍କ ପିଆନୋ ବଜାଇବା ଟାଲେଣ୍ଟକୁ ଅମିତାଭ ପସନ୍ଦ କରିବା ସହ ସୋଶାଲ ମିଡିଆରେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

କିଛି ଦିନ ତଳେ ନବ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେସିରୁ ବଦଳାଇ ପବ୍ଲିକ କରିଥିଲେ । ଏହାପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ ।

The post ଅମିତାଭଙ୍କ ନାତୁଣୀଙ୍କ ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3aEJWzC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages