କେଜ୍ରିୱାଲ୍‌ଙ୍କ ଉପରେ କାହିଁକି ରାଗି ଯାଇଥିଲେ ଜୈନ ମୁନି ତରୁଣ ସାଗର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

କେଜ୍ରିୱାଲ୍‌ଙ୍କ ଉପରେ କାହିଁକି ରାଗି ଯାଇଥିଲେ ଜୈନ ମୁନି ତରୁଣ ସାଗର?

arabinda

ନୂଆଦିଲ୍ଲୀ: ଜୈନ ମୁନି ତରୁଣ ସାଗର ଆଜି ଭୋରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଜୈନ ମୁନି ତରୁଣ ସାଗରଙ୍କ ଜଣେ ପ୍ରଶଂସକ। ତେବେ ଥରେ ତାଙ୍କୁ ଜୈନି ମୁନି ତରୁଣ ସାଗରଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାକ୍ ଅଧିକୃତ କାଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା। କେଜ୍ରିୱାଲ ଏହାର ପ୍ରମାଣ ମାଗିଥିଲେ। ଏହାପରେ କ୍ରେଜିୱାଲଙ୍କୁ ବିଜେପି ସମେତ ଜୈନ ମୁନି ତରୁଣ ସାଗର ମଧ୍ୟ ସମାଲୋଚନା କରିଥିଲେ।

ମୁନି ତରୁଣ ସାଗର କହିଥିଲେ,“କେଜ୍ରିୱାଲ୍ ରାଜନୀତି କରୁଛନ୍ତି। ଯବାନମାନେ ଆମର ପ୍ରକୃତ ହିରୋ। ସେମାନଙ୍କ ଉପରେ ସମାଲୋଚନା କରୁଥିବା ବ୍ୟକ୍ତି ନିଶାରେ ଅଛନ୍ତି। ତାଙ୍କର ହୋସ୍ ନାହିଁ।”



from Odisha Reporter https://ift.tt/2PnGiMI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages