
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂଜାପାଠରେ ଯେମିତି ଅନେକ ନୀତି,ନିୟମ ରହିଛି, ଭୋଜନକୁ ନେଇ ମଧ୍ୟ ସେମିତି କିଛି ନିୟମ ରହିଛି। ଆପଣ ଦେଖିଥିବେ କିଛି ଲୋକ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରନ୍ତି। ଆଉ କେହି କେହି ପ୍ରଥମେ ଅଳ୍ପ ଟିକେ ଖାଦ୍ୟ ଭୂମି ବା ଟେବୁଲ୍ରେ ରଖି ଦିଅନ୍ତି ଓ ଭଗବାନଙ୍କୁ ସ୍ମରଣ କରି ଖାଇବା ଆରମ୍ଭ କରନ୍ତି।
ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, ଭୋଜନ କରିବା ପୂର୍ବରୁ ଠାକୁରଙ୍କୁ ସ୍ମରଣ କରନ୍ତୁ। ଏଥିସହ ଖାଇବା ସମୟରେ କେବେ ବାମ ହାତକୁ ପାଦରେ ରଖନ୍ତୁ ନାହିଁ। ସେହିପରି ଭୋଜନ ସମୟରେ ମୁଣ୍ଡରେ ଲୁଗା, ଗାମୁଛା ଏବଂ ଟୋପି ଦେଇ ଖାଆନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ।
from Odisha Reporter https://ift.tt/2N41dXS
No comments:
Post a Comment