ସସ୍‌ ବି ନକଲି; କେଉଁଥିରୁ ତିଆରି ହେଉଥିଲା ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ସସ୍‌ ବି ନକଲି; କେଉଁଥିରୁ ତିଆରି ହେଉଥିଲା ପଢ଼ନ୍ତୁ

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି ଶୈଳଶ୍ରୀ ବିହାରର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି କାରଖାନା ଚାଲିଥିଲା।

tamato କଖାରୁରେ ତିଆରି ହେଉଥିଲା ସସ୍‌। ଆଉ ଲୋକେ ତାକୁ ଟମାଟୋ, ଚିଲି ଓ ସୋୟା ସସ୍ ଭାବି ଖାଉଥିଲେ।

ଗତକାଲି ପୁଲିସ୍‌ ଚଢ଼ାଉ କରି ଏହି କାରାଖାନାରୁ କିରନ୍ ବ୍ରାଣ୍ଡର ଷ୍ଟିକର୍‌ ସହ ବୋତଲ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

trewsfgjoipop

ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ଆର୍ତ୍ତ ସିଂହ।

ପୂର୍ବରୁ କଟକ ଓ ଭୁବନେଶ୍ୱରରୁ ନକଲି ଘିଅ, ତେଲ, ଜର୍ଦ୍ଦା  ଓ ସିମେଣ୍ଟ କାରଖାନା ଠାବ କରାଯାଇଛି।



from Odisha Reporter https://ift.tt/2ojxgVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages