ଦୁଇ ଜଣଙ୍କୁ ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଦୁଇ ଜଣଙ୍କୁ ମାରି ଦେଲେ

deadbody

ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଯୋଡ଼ି ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ   ପୂର୍ଣ୍ଣ ହେମ୍ୱ୍ରମ୍‌ ଓ ତାଙ୍କ ପତ୍ନୀ ସଂହ ହେମ୍ୱ୍ରମ୍‌।

ପୂର୍ଣ୍ଣଙ୍କ ମୃତଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।

deadଗାଁ ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦିଆଯାଇଥିଲା। ଏହି ଦମ୍ପତିଙ୍କ ଝିଅମାନେ ବାହା ହୋଇ ବାହାରେ ରହୁଛନ୍ତି। ତାଙ୍କ ପୁଅ ରାଜ୍ୟ ବାହାରେ କାମ କରନ୍ତି। ସେ ଗତକାଲି ଘରକୁ ଆସି ତାଙ୍କ ଶ୍ୱଶୁର ଘରକୁ ଯାଇଥିଲା। ବୃଦ୍ଧ ଦମ୍ପତି ଘରେ ଏକାକୀ ଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ବାରିପଦା ସଦର ଥାନା ଆଇଆଇସି ସ୍ୱର୍ଣ୍ଣ ଲତା ମିଞ୍ଜ କହିଛନ୍ତି ଯେ ଗୁଣିଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ।



from Odisha Reporter https://ift.tt/2oRQ6mV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages