ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ବୈଜୟନ୍ତ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ବୈଜୟନ୍ତ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “୨୦୧୯ କି ୨୦୨୪ ପାଇଁ ନୁହେଁ, ଦୀର୍ଘସୂତ୍ରୀ ନିଷ୍ପତ୍ତି ନେବି। ଯାହା କିଛି ନିଷ୍ପତ୍ତି ନେବି ହାଲୁକାରେ ନେବିନି। ଖୁବଶୀଘ୍ର ନିଷ୍ପତ୍ତି ନେବି। ”

ନିଜର ପରବର୍ତ୍ତୀ ରାଜନୀତିକ ଯୋଜନା ନେଇ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସାଲେପୁର ଗସ୍ତ ସମୟରେ ଏହା କହିଛନ୍ତି।

ମାହାଙ୍ଗାରେ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି- “ପାଣିଟାଙ୍କି ଉଦ୍‌ଘାଟନ ବେଳେ ମୋତେ ଆକ୍ରମଣ ହୋଇଥିଲା। ସେତେବେଳେ ମାହାଙ୍ଗାବାସୀଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ପାଇଥିଲି। ମାହାଙ୍ଗା ପ୍ରତି ମୋର ସ୍ୱତନ୍ତ୍ର ଫିଲିଙ୍ଗ୍ସ ଅଛି।”

ଆଞ୍ଚଳିକ ଦଳ ଗଠନ କରିବା ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଛନ୍ତି ପୂର୍ବତନ ସାଂସଦ ଶ୍ରୀ ପଣ୍ଡା।

ସେ କହିଛନ୍ତି- “ସବୁ ପ୍ରକାର ବିକଳ୍ପକୁ ନଜରରେ ରଖି ନିଷ୍ପତ୍ତି ନେବି।”



from Odisha Reporter https://ift.tt/2oVW1r0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages