
କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ଘଟିଛି। ତାଙ୍କ ନାଁ ବିରଞ୍ଚି ମାହାନା। ତାଙ୍କ ଘର ନରସିଂହପୁରର ନୂଆପାଟଣାର।
ଗତ ୨୭ ତାରିଖରୁ ବିରଞ୍ଚି ଡେଙ୍ଗୁ ଓ୍ୱାର୍ଡ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି।
ବିରଞ୍ଚିଙ୍କୁ ମିଶାଇ ଏସସିବିରେ ଡେଙ୍ଗୁ ରୋଗଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି।
from Odisha Reporter https://ift.tt/2xTvgIQ
No comments:
Post a Comment