୮ ଅକ୍ଟୋବର, ସୋମବାର: ମିଠା କଥା କହି ମନ ଜିତିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

୮ ଅକ୍ଟୋବର, ସୋମବାର: ମିଠା କଥା କହି ମନ ଜିତିବେ

Rasi-Fala

ମେଷ:  ଦିନଟି ଖୁସିରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ବୈଦ୍ଧିକ କାର୍ଯ୍ୟ କରିବାକୁ ରୁଚି ବଢ଼ିବ।

ବୃଷ:  ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପାଚନ ତନ୍ତ୍ରରେ ଯନ୍ତ୍ରଣା ଅନୁଭବ କରିବେ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ଆର୍ଥିକ ସ୍ଥିତି ନେଇ ଚର୍ଚ୍ଚା ହୋଇପାରେ।

କର୍କଟ: ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ। ଭାଗ୍ୟ ବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।

ସିଂହ: ମନ ପ୍ରଫୁଲ୍ଲିତ ରହିବ। ଦୂର ସ୍ଥାନକୁ  ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।

କନ୍ୟା:  ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।

ତୁଳା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ବିବାହ ସ୍ଥିର ହୋଇପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ଧନୁ: ପଦନ୍ନୋତିର ଯୋଗ ରହିଛି। ଅସୁବିଧାରେ ଥିବା ଲୋକଙ୍କୁ  ସାହାଯ୍ୟ କରିପାରନ୍ତି। ଦିନଟି ଭଲରେ କଟିବ।

ମକର: ଅଳସୁଆ ଅନୁଭବ କରିବେ। ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

କୁମ୍ଭ: ବୁଝି ବିଚାରି କାମ କରନ୍ତୁ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଧ୍ୟାତ୍ମିକ ସ୍ଥାନକୁ ଯାଆନ୍ତୁ । ମନ ଶାନ୍ତ ରହିବ।

ମୀନ: ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ।  ଦାମ୍ପତ୍ୟ ଜୀବନ ଭଲରେ କଟିବ। ମାନ-ସମ୍ମାନ ମିଳିବ।



from Odisha Reporter https://ift.tt/2ObxUDW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages