
କଟକ(ଓଡ଼ିଶା ରିପୋର୍ଟର): ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିଲେ ଚିତ୍ତ ଜେନା।
‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ଓ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ପରି ଚର୍ଚ୍ଚିତ ଗୀତ ଚିତ୍ତଙ୍କ ଅନବଦ୍ୟ ସୃଷ୍ଟି।
from Odisha Reporter https://ift.tt/2QBN6qZ
No comments:
Post a Comment