ସୈତାନ ପ୍ରେମିକ; ସାଙ୍ଗମାନଙ୍କ ସହ ମିଶି କଲା ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ସୈତାନ ପ୍ରେମିକ; ସାଙ୍ଗମାନଙ୍କ ସହ ମିଶି କଲା ଦୁଷ୍କର୍ମ

rape

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଯେଉଁ ଝିଅକୁ ଭଲ ପାଉଥିଲା, ସେହି ଝିଅକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା। ସାଙ୍ଗମାନେ ଫେରାର ହୋଇଯାଇଥିବା ବେଳେ ସେ ପଡ଼ିଛି ପୁଲିସ୍‌ ଫାଶରେ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ।

ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ପ୍ରେମିକର ନାଁ ହେଉଛି କାଳିଆ ମହାକୁଳ।

ଅଭିଯୋଗ ଅନୁଯାୟୀ, ଗତ ୩୦ ତାରିଖ ରାତିରେ କାଳିଆଙ୍କ ପ୍ରେମିକା ପରିସ୍ରା କରିବାକୁ ବାହାରକୁ ଆସିଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା କାଳିଆ ଓ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ ଓ ଦୁଷ୍କର୍ମ କରିଥିଲେ।

ଯୁବତୀ ଜଣଙ୍କ ଏନେଇ ପାଲଲହଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। କାଳିଆକୁ ଅଟକ ରଖି ପଚରାଉଚରା କରାଯାଉଛି। ଯୁବତୀଙ୍କ ଡାକ୍ତରୀମାଇନା କରାଯାଇଛି।



from Odisha Reporter https://ift.tt/2CY5W7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages