ଓଡ଼ିଶା ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଓଡ଼ିଶା ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ

photo

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଖେଳାଳି। ଏମାନେ ହେଲେ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ।

playersଗତ ଜାନୁଆରୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ।

ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ ନେପାଳ ଆଦି ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇଥିଲେ।

ବିଶ୍ୱଜିତ୍ ଓ ପ୍ରମୋଦ ଗତକାଲି ଧର୍ମଗଡ଼ରେ ପହଞ୍ଚିବା ପରେ ଆଜି ସେମାନଙ୍କୁ ସାଓଲିନ୍ କୁଂଫୁ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।



from Odisha Reporter http://bit.ly/2Wp0jXt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages