ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ନକ୍ସଲ

kandhamala

କନ୍ଧମାଳ (ଓଡ଼ିଶା ରିପୋର୍ଟର); କନ୍ଧମାଳ ଜିଲ୍ଲାର ସଦର ଥାନା ସୁଡ୍ରୁକୁମ୍ପା ଅଞ୍ଚଳର ପାତିଆମ୍ବ ଗାଁରେ ରାସ୍ତା କାମକୁ ବିରୋଧ କରିବା ସହ ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଠିକା ସଂସ୍ଥାର ଜଗୁଆଳି ରବୀନ୍ଦ୍ର ମଲ୍ଲିକ। ହତ୍ୟାକାଣ୍ଡ ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ରୋଲର୍, ୩ଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ପୋଡ଼ି ଦେଇଛନ୍ତି ନକ୍ସଲ।

କେକେବିଏନ୍‌ ସଂଗଠନର ୨୦ରୁ ୨୫ଜଣ ନକ୍ସଲ ଏହି କାଣ୍ଡ ଭିଆଇ ଥିବା ପୁଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ନକ୍ସଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ସୂଚନା ଏକାଠି କରୁଛି ବୋଲି କନ୍ଧମାଳ ଏସପି କହିଛନ୍ତି।



from Odisha Reporter http://bit.ly/2Vyz8JB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages