ଧର୍ମେନ୍ଦ୍ରଙ୍କ ବିରୋଧରେ କୋର୍ଟକୁ ଯିବେ ହାଁସଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଧର୍ମେନ୍ଦ୍ରଙ୍କ ବିରୋଧରେ କୋର୍ଟକୁ ଯିବେ ହାଁସଦା

hansda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ମନ୍ତବ୍ୟ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ମଞ୍ଚ ଉପରେ ଭାଷଣ ଦେବା ବେଳେ ସାଂସଦଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କୁ ମର୍ମାହତ କରିଥିବା କହିବା ସହ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ହାଁସଦା।

ନିଜ ମନ୍ତବ୍ୟରେ ଧର୍ମେନ୍ଦ୍ର ତାଙ୍କୁ ଦୁର୍ନୀତିଗ୍ରସ୍ତ ଓ ଜେଲ୍ ଫେରନ୍ତା କହିଥିବା ହାଁସଦା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମାମଲା କୋର୍ଟରେ ଥିବାବେଳେ ଏଭଳି ମନ୍ତବ୍ୟ ମୋତେ ଦୁଃଖ ଦେଇଛି। କେନ୍ଦ୍ର ସରକାର ମୋତେ ଜାଣିଶୁଣି ହଇରାଣ କରୁଛି।”



from Odisha Reporter http://bit.ly/2LSKcN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages