
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଲୋକସଭା ଟିକେଟ ନମିଳିବାକୁ ନେଇ କ୍ଷୁବ୍ଧ ବରିଷ୍ଠ ନେତା ସୁବାସ ଚୌହାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ନିଜର ସମର୍ଥକମାନଙ୍କ ସହ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ଚୌହାନ ବିଜେଡିରେ ସାମିଲ ହେବା ବରଗଡ଼ ଜିଲ୍ଲାରେ ବିଜେପି ପାଇଁ ଶକ୍ତ ଧକ୍କା ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବିଜେପିର ଅନ୍ୟତମ ବରିଷ୍ଠ ନେତା ରାଜକିଶୋର ଦାସ ବିଜେପି ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଥିଲେ।
from Odisha Reporter https://ift.tt/2HSroxC
No comments:
Post a Comment