ବିଜେପିରେ ପୂର୍ବତନ କଂଗ୍ରେସ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ବିଜେପିରେ ପୂର୍ବତନ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଟିକେଟ୍‌ରୁ ଦୁଇଥର ସାଂସଦ ହୋଇଥିବା ବରିଷ୍ଠ ରାଜନେତା ଅରବିନ୍ଦ ଶର୍ମା ଆଜି ବିଜେପିରେ ଯୋଗଦେଇଛନ୍ତି। ତାଙ୍କୁ ବିଜେପି ହରିଆଣାର କରନାଲ୍‌ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

ଏହି କରନାଲ ଆସନରୁ ହିଁ ଅରବିନ୍ଦ ଦୁଇଥର ସାଂସଦ ହୋଇଥିଲେ। ଆଜି ଆୟୋଜିତ ମିଶ୍ରଣ ପର୍ବରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ରାଜ୍ୟ ବିଜେପି ସଭାପତି ଅନୀଲ ଜୈନ୍‌ ଉପସ୍ଥିତ ରହିଥିଲେ।

ଅରବିନ୍ଦ ବିଜେପିରେ ଯୋଗ ଦେଇଥିବାରୁ ଏହା ଦଳକୁ ସଶକ୍ତ କରିବ ବୋଲି ଶ୍ରୀ ଖଟ୍ଟର କହିଛନ୍ତି। ଅରବିନ୍ଦ ମଧ୍ୟ ବିଜେପିରେ ସାମିଲ ହେବା ପରେ ମୋଦି ସରକାର ଗିରବଙ୍କ ପାଇଁ କାମ କରୁଥିବା କହିଛନ୍ତି।



from Odisha Reporter https://ift.tt/2HwvM50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages