ସଲମାନ୍ ଖାନ୍ ନିର୍ବାଚନ ଲଢ଼ିବେନି କି ପ୍ରଚାର କରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ସଲମାନ୍ ଖାନ୍ ନିର୍ବାଚନ ଲଢ଼ିବେନି କି ପ୍ରଚାର କରିବେନି

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ୍‌ ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ୍‌ ସଲମାନ ଟ୍ୱିଟ୍‌ କରି ଏହା କେବଳ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରିନାହିଁ। ମୁଁ ଏଥର କେଉଁ ଦଳ ପାଇଁ ମଧ୍ୟ ପ୍ରଚାର କରିବି ନାହିଁ।”

ବଲିଉଡ୍‌ ସୁପରଷ୍ଟାର ସଲମାନ କିନ୍ତୁ ସମସ୍ତଙ୍କୁ ଏଥର ଭୋଟ୍‌ ଦେବାକୁ ଯିବା ପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ସଲମାନଙ୍କୁ ଏପରି ଅପିଲ କରିବାକୁ ପରାମର୍ଶ ଦେଇଥିଲେ। ଆଜି ସଲମାନ ଏହା ଉପରେ ରି-ଟ୍ୱିଟ୍‌ କରିବା ସହ ସମସ୍ତଙ୍କୁ ଚଳିତ ବର୍ଷ ବିପୁଳ ସଂଖ୍ୟାରେ ଭୋଟ୍‌ ଦାନ କରିବାକୁ କହିଛନ୍ତି।

ସଲମାନ୍ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ ଏବଂ ମଧ୍ୟପ୍ରଦେଶର କଂଗ୍ରେସ ସରକାରଙ୍କ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଥିଲା।



from Odisha Reporter https://ift.tt/2JDGbyO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages