ରାହୁଲ ଆଚରଣ ବିଧି ଉଲ୍ଲଙ୍ଘନ କରିନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ରାହୁଲ ଆଚରଣ ବିଧି ଉଲ୍ଲଙ୍ଘନ କରିନାହାନ୍ତି

ଚେନ୍ନାଇ: ତାମିଲନାଡୁରେ ଥିବା ଏକ କଲେଜରେ ରାହୁଲ ଗାନ୍ଧି ଛାତ୍ରୀମାନଙ୍କ ସହ କରିଥିବା ଭାବବିନିମୟ କାର୍ଯ୍ୟକ୍ରମ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି, “ମାର୍ଚ୍ଚ ୧୩ରେ ରାହୁଲ ଗାନ୍ଧି ଷ୍ଟେଲା ମ୍ୟାରିଜ କଲେଜରେ ମହିଳା ଓ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଏଥିପାଇଁ ରାହୁଲ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେଇଥିଲେ। ତେଣୁ ଏହା କୌଣସି ପ୍ରକାରର ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁନାହିଁ। ତଥାପି ରାହୁଲ ଗାନ୍ଧି ସେଦିନ କେଉଁ ଭଳି ଭାଷଣ ଦେଇଥିଲେ, ତା’ର ରିପୋର୍ଟ ମଗାଯାଇଛି। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”



from Odisha Reporter https://ift.tt/2TZsmP6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages