ମହିଳାଙ୍କୁ ଏସିଡ୍‌ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ମହିଳାଙ୍କୁ ଏସିଡ୍‌ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ମହିଳାଙ୍କୁ ଏସିଡ୍‌ ଆକ୍ରମଣ । ରାଉରକେଲାର ଉଦିତ୍‌ନାରାୟଣ ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ପୀଡ଼ିତା ଜଣକ ହେଲେ ଗୀତା ସେଠି। ସମ୍ପୃକ୍ତ ପୀଡ଼ିତାଙ୍କୁ ରାଉରକେଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ୨ ଜଣ ପଡ଼ୋଶୀଙ୍କୁ ଅଟକ ରଖିଛି। ପଡ଼ୋଶୀଙ୍କ ମଧ୍ୟରେ କଳହକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଛି।



from Odisha Reporter http://bit.ly/2H4u0aL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages