ଇସ୍ତଫା ଦେବେ ଜେଡିଏସ୍‌ର ରାଜ୍ୟ ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଇସ୍ତଫା ଦେବେ ଜେଡିଏସ୍‌ର ରାଜ୍ୟ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ୁଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଉଭୟଙ୍କୁ ଜବରଦସ୍ତ ଝଟ୍‌କା ଲାଗିବାକୁ ଯାଉଛି। ତେବେ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଜେଡିଏସ୍‌ ତା’ର ପରାଜୟ ସ୍ୱୀକାର କରି ନେଇଛି।

ଏହି ପରାଜୟ ପାଇଁ ଜେଡିଏସ୍‌ର ରାଜ୍ୟସଭା ପତି ବିଶ୍ୱନାଥ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ବିଶ୍ୱନାଥ ଆଜି ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କୁ ସାକ୍ଷାତ କରିବେ। ଏହାପରେ ସେ ନିଜ ପଦରୁ ଇସ୍ତଫା ଦେବେ।



from Odisha Reporter http://bit.ly/2M6KxPZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages