ବିଜେପି ଓ ମୋଦିଙ୍କୁ ବିରୋଧୀଙ୍କ ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ବିଜେପି ଓ ମୋଦିଙ୍କୁ ବିରୋଧୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରାଥମିକ ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ସ୍ପଷ୍ଟ ହେଉଛି। ଅର୍ଥାତ ପୁଣିଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ମୋଦି ଓ ବିଜେପିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

ପ୍ରାଥମିକ ଅବସ୍ଥାରେ ଏନ୍‌ସି ନେତା ଓମାର ଅବଦୁଲ୍ଲା ଓ ଆପ୍‌ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓମାର ଟ୍ୱିଟ୍‌ କରି କହିଛନ୍ତି ଯେ “ଏବେ ଏକଜିଟ୍‌ ପୋଲ୍‌ ସତ ହୋଇଛି। ଏବେ କେବଳ ମୋଦି ଓ ଏନ୍‌ଡିଏକୁ ଶୁଭେଚ୍ଛା ଜଣାଇବା ବାକି ରହିଛି। ଏହି ବିଜୟର ଶ୍ରେୟ ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଯିବା ଦରକାର। ସେମାନେ ହିଁ ଆସନ୍ତା ୫ ବର୍ଷ ପାଇଁ ଶାସନ କରିବା ସ୍ପଷ୍ଟ ହୋଇଛି।”



from Odisha Reporter http://bit.ly/2JzNaYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages