
ନୂଆପଡ଼ା:(ଓଡ଼ିଶା ରିପୋର୍ଟର):ପୁଣି ଫେରିଲେ ହାତୀ ପଲ। ନୂଆପଡ଼ା ଜିଲ୍ଲା ସୁନାବେଡା ଅଂଚଳକୁ ପୁଣି ଫେରିଛନ୍ତି ହାତୀ। ବଲାଙ୍ଗିର ଅଂଚଳରୁ ଏହି ହାତୀପଲ ଚାଲି ଆସିଥିବା ଜଣପଡିଛି। ଏହି ପଲରେ ୨୯ଟି ହାତୀ ଅଛନ୍ତି। ସୁନାବେଡା ଅଂଚଳର ପଏଁର, ଅନୁପଗଡ଼ ଗାଁ ନିକଟରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି। ହାତୀମାନେ ଗାଁରେ କଦଳୀ ଚାଷ ବ୍ୟାପକ ମାତ୍ରାରେ ନଷ୍ଟ କରିଥିବା ସୂଚନା ମିଳିଛି।ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି।
from Odisha Reporter http://bit.ly/2HtE11k
No comments:
Post a Comment