୪ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ ଓ ଧନକ୍ଷୟରୁ ବଞ୍ଚନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

୪ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ ଓ ଧନକ୍ଷୟରୁ ବଞ୍ଚନ୍ତୁ

ସମସ୍ତେ ଚାହାନ୍ତି ଘରେ ସୁଖ ଓ ସମୃଦ୍ଧି ବଜାୟ ରହୁ। ଘରକୁ ଅଧିକ ଧନର ଆଗମନ ହେଉ ବୋଲି ମଧ୍ୟ ସମସ୍ତେ ଚାହାନ୍ତି। ତେବେ ବେଳେ ବେଳେ ଆମେ ଅଜାଣତରେ କରି ଦେଉଥିବା କିଛି କାର୍ଯ୍ୟ ଧନକ୍ଷୟର କାରଣ ହୋଇଥାଏ। ଯେତେ ଉପାର୍ଜନ କଲେ ମଧ୍ୟ ଧନ ସଞ୍ଚୟ ହୋଇପାରେ ନାହିଁ। ଧନକ୍ଷୟରୁ ବର୍ତ୍ତିବା ପାଇଁ ବାସ୍ତୁ ଅନୁଯାୟୀ କିଛି ନିୟମ ପାଳନ କରିବାକୁ ହୋଇଥାଏ। ଆଜି ଆମେ ସେ ସଂପର୍କରେ ଜାଣିବା।

୧. ରାତିରେ ଦହି ଖାଇବା ଅନୁଚିତ୍। ରାତିରେ ଦହି ଖାଇଲେ ଧନକ୍ଷୟ ହୋଇଥାଏ।

 

୨. ଖାଇବା ସମୟରେ ପୂର୍ବ କିମ୍ୱା ଉତ୍ତର ଦିଗକୁ ମୁହଁ କରି ଖାଆନ୍ତୁ। ଜୋତା ପିନ୍ଧି କେବେ ହେଲେ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଯେତେ ଧନ ଉପାର୍ଜନ କଲେ ମଧ୍ୟ ନିଅଣ୍ଟ ହୋଇଥାଏ।

 

 

୩. ଘରେ ଠାକୁରଙ୍କ ଠାରେ ଲାଗି ହୋଇଥିବା ଫୁଲକୁ ଅନେକ ଲୋକେ ଶୁଖିବା ପରେ ବି ସାଇତି ରଖିଥା’ନ୍ତି। ବାସ୍ତୁ ଅନୁସାରେ ଶୁଖିଲା ଫୁଲକୁ ଘରେ ରଖିବା ଉଚିତ୍ ନୁହେଁ। ଶୁଖିଲା ଫୁଲ ଘରେ ରଖିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥା’ନ୍ତି ଓ ଏହା ଧନକ୍ଷୟର କାରଣ ବି ହୋଇପାରେ।

 

୪. ଘିଅ କିମ୍ୱା କ୍ଷୀରକୁ ଅଇଁଠା ହାତରେ ଛୁଅନ୍ତୁ ନାହିଁ। ଘିଅ ବ୍ୟବହାର କରିବା ସମୟରେ ସୁଦ୍ଧତା ଉପରେ ଧ୍ୟାନ ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି ଏବଂ ଆପଣଙ୍କ ଘରେ ଧନର ଅଭାବ ହୁଏନି। ନ ହେଲେ ପରିଣାମ ଓଲଟା ହୋଇଥାଏ।



from Odisha Reporter https://ift.tt/2Twy201

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages