ଆଗ୍ରାରେ ମବ୍ ଲିଞ୍ଚିଙ୍ଗ, ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଆଗ୍ରାରେ ମବ୍ ଲିଞ୍ଚିଙ୍ଗ, ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ପିଲା ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକ ମବ୍ ଲିଞ୍ଚିଙ୍ଗର ଶିକାର ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମଙ୍ଗଳବାର ଆଗ୍ରାରେ ଏହି ମବ୍ ଲିଞ୍ଚିଙ୍ଗ ହୋଇଥିଲା। କିନ୍ତୁ ଗତ ବୁଧବାର ଦିନ ମବ୍ ଲିଞ୍ଚିଙ୍ଗର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଆଗ୍ରା ପୁଲିସ୍ ଏହି ମାମଲା ରୁଜୁ କରିଛି।
ଆଗ୍ରା ସର୍କଲ ପୁଲିସ ଅଫିସର ବିକାଶ ଜୟସୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି। ପୁଲିସ ଭିଡିଓ ଫୁଟେଜ ଜରିଆରେ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


from Odisha Reporter https://ift.tt/2ZKWVHF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages