ଲାଲଗଡ଼ରେ ନକ୍ସଲ ଉଡ଼ାଇଲେ ଡ୍ରୋନ।!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ଲାଲଗଡ଼ରେ ନକ୍ସଲ ଉଡ଼ାଇଲେ ଡ୍ରୋନ।! 

ମାଲକାନଗରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ପୁଲିସ୍ କ୍ୟାମ୍ପ ଉପରେ  ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ପୁଲିସ୍‌ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ପୁଲିସ୍‌  କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି । ଯାହାକି ସ୍ଥାନୀୟ ପୁଲିସ୍‌କୁ ଚିନ୍ତାରେ ପକାଇ ଦେଇଛି।  ତେବେ ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ପୁଲିସ୍‌ ତତ୍ପରତା ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ପୁଲିସ୍‌ ଡ୍ରୋନ କ୍ୟାମେରା ଉଡ଼ାଇ ନକ୍ସଲଙ୍କ ଗତିବିଧି ଲକ୍ଷ୍ୟ କରୁଥିବା ବେଳେ ନକ୍ସଲମାନେ ପୁଲିସ୍‌କୁ କାଉଣ୍ଟର ଦେବା ପାଇଁ ଏହି ଡ୍ରୋନ କ୍ୟାମେରା ଉଡ଼ାଉଥିବା ସନ୍ଦେହ କରାଯାଉଛି।

 



from Odisha Reporter https://ift.tt/2otYLiW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages