୭ ଜାନୁଆରୀରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

୭ ଜାନୁଆରୀରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିବ!

ନୂଆଦିଲ୍ଲୀ: ସାତ ବର୍ଷ ପରେ ଦିଲ୍ଲୀ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଖଣ୍ଟରେ ଝୁଲାଯିବ। ଦୋଷୀଙ୍କୁ କେବେ ଫାଶୀ ଖୁଣ୍ଟରେ ଝୁଲାଯିବ ସେ ବାବଦରେ ଜାନୁଆରୀ ୭ରେ ନିଷ୍ପତ୍ତି ନିଆଯାଇପାରେ। ଓକିଲ ରାଜୀବ ମୋହନ କହିଛନ୍ତି, ରାଷ୍ଟ୍ରପତିଙ୍କ ପାଖରେ କ୍ଷମାପ୍ରାର୍ଥନା ଦାଖଲ କରିବା ପାଇଁ ଦୋଷୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିସାରିଛି। ଏବେ ୭ ତାରିଖରେ କୋର୍ଟ ବିନା କୌଣସି ଦ୍ୱିଧାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିପାରନ୍ତି।

ସୂଚନାଯୋଗ୍ୟ, ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ପୀଡ଼ିତାଙ୍କ ବାପା-ମା’ କୋର୍ଟରେ ଆବେଦନ କରିଛନ୍ତି। ଗତମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ସୁଦ୍ଧା ହେବ ବୋଲି ଦିଲ୍ଲୀର ଏକ କୋର୍ଟ କହିଥିଲେ। ଏବେ ନିର୍ଭୟା ମାମଲାର ୪ ଦୋଷୀ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।



from Odisha Reporter https://ift.tt/36l819F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages