ବାଜିଲା ମୋ’ ସରକାର ଛାଟ, ରକ୍ତ ଦଲାଲି କରି ୭ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ବାଜିଲା ମୋ’ ସରକାର ଛାଟ, ରକ୍ତ ଦଲାଲି କରି ୭ ଗିରଫ

ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଳଡ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି।

ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ମେଡିକାଲ ଯାଇ ଅନୁଧ୍ୟାନ କରିଥିଲେ । ଏହାପରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ମୋ ସରକାର ଅଧାରରେ ସମସ୍ତଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। 



from Odisha Reporter https://ift.tt/2SkLKo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages