କରୋନା ପାଇଁ କ୍ୟାଣ୍ଟିନ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

କରୋନା ପାଇଁ କ୍ୟାଣ୍ଟିନ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ କଟକଣା ଲଗାଯାଇଛି। ଗତ ସପ୍ତାହରୁ ବିଭିନ୍ନ ମନ୍ତ୍ରଣାଳୟ ଖୋଲିବା ସହ ଏଠାରେ କାର୍ଯ୍ୟକ୍ଷମ ଥିବା କ୍ୟାଣ୍ଟିନ ଗୁଡ଼ିକ ମଧ୍ୟ ଖାଇବା ତିଆରି କରିବା ଆରମ୍ଭ କରିଥିଲେ। ତେବେ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ତୁରନ୍ତ କ୍ୟାଣ୍ଟିନଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ମନ୍ତ୍ରଣାଳୟ, ଅଫିସ ଓ ବିଭାଗରେ କାର୍ଯ୍ୟକ୍ଷମ କ୍ୟାଣ୍ଟିନଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ଏଥିରେ କୁହାଯାଇଛି।



from Odisha Reporter https://ift.tt/2yrMf8e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages