ଲଗାତର ବଢ଼ି ଚାଲିଛି ତୈଳଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଲଗାତର ବଢ଼ି ଚାଲିଛି ତୈଳଦର

ନୂଆଦିଲ୍ଲୀ: ଦେଶରେ ତୈଳଦର ଥମିବାର ନାଁ ଧରୁନାହିଁ। କ୍ରମାଗତ ୧୩ ଦିନ ହେଲା ନିୟମିତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୫୬ ପିଇସା ଓ ଡିଜେଲ ୬୩ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୮.୩୭ ଟଙ୍କା ଓ ଡିଜେଲ ୭୭.୦୬ ଟଙ୍କାରେ ପହଞ୍ଚି ଯାଇଛି।

ତେବେ ବେଙ୍ଗାଲୁରୁରେ ପେଟ୍ରୋଲର ଲିଟର ପିଛର ଦର ୫୮ ପିଇସା ଓ ଡିଜେଲର ଲିଟର ପିଛା ଦର ୬୦ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ବେଙ୍ଗାଲୁରୁରେ ପେଟ୍ରୋଲର ଲିଟର ପିଛା ଦର ୮୦ ଟଙ୍କା ପାର କରିଛି। ଏଠାରେ ପେଟ୍ରୋଲ ୮୦.୯୧ ଟଙ୍କା ଓ ଡିଜେଲ ଦର ୭୩.୨୮ ଟଙ୍କା ରହିଛି।

ଜୁନ୍ ୭ରୁ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ପେଟ୍ରୋଲ ଦର ୬.୫୧ ଟଙ୍କା ଓ ଡିଜେଲ ଦର ୭.୦୭ ଟଙ୍କା ମହଙ୍ଗା ହେଲାଣି।



from Odisha Reporter https://ift.tt/2ARUA6B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages