ପପୁ- ମୁଁ ବହୁତ ଖୁସି ଅଛି।
ରୋହିତ- କାହିଁକି?
ପୁପୁ- ଏଇଟା ଭାବିକି ଯେ , ଭଲ ହେଇଛି ଆମେ ସ୍କୁଲ୍ରେ ପଢିବା ସମୟରେ ମୋବାଇଲ୍ ନଥିଲା।
ରୋହିତ- କାହିଁକି?
ପପୁ- ମୁଁ ମାଡ ଖାଇବା ସମୟରେ କିଏ ଭିଡ଼ିଓ ଭାଇରାଲ୍ କରିଦେଇଥାନ୍ତା।
The post ସ୍କୁଲ୍ ସମୟରେ ଫୋନ୍ ନଥିଲା ଭଲ appeared first on Odisha Reporter.
from Odisha Reporter https://ift.tt/3hUU9Zq
No comments:
Post a Comment