ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ଥାନା ତମସାପାଲ୍ଲୀ ଗାଁରେ ।

ଗାଁର ଉଘ ପଡିଆମୀ ନାମ୍ନୀ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ୬ ମାସ ତଳେ ରାମ ସୋଡିଙ୍କ ପୁଅର ଅଜଣା ରୋଗରେ ପ୍ରାଣ ହରାଇଥିଲେ। ବୃଦ୍ଧା ଜଣକ ଗୁଣିଗାରେଡି କରି ପୁଅକୁ ମାରିଦେଇଥିବା ଅଭିଯୋଗ କରି ଗାଁରେ ଖାପ ପଞ୍ଚାୟତ ବସିଥିଲା।  କିନ୍ତୁ ସେଥିରେ କିଛି ସମାଧାନ ନହେବାରୁ ରାମ ସୋଡି ଏଭଲି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ସେପଟେ ଘଟଣାରେ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

The post ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/2XJUd6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages