ସ୍ୱାମୀ (ଫୋନ୍ରେ): ତୁମେ ବହୁତ ଭଲ…
ସ୍ତ୍ରୀ : ଥ୍ୟାଙ୍କ୍ ୟୁ ଡାର୍ଲିଂ
ସ୍ୱାମୀ : ତୁମେ ବିଲକୁଲ୍ ରାଜକୁମାରୀ ପରି
ସ୍ତ୍ରୀ : ଥ୍ୟାଙ୍କ୍ ୟୁ ସୋ ମଚ୍….ତୁମେ କ’ଣ କରୁଛ ?
ସ୍ୱାମୀ : ଖାଲି ବସିଥିଲି। ଭାବିଲି ତୁମ ସହିତ ଟିକେ ମଜା କରିଦିଏ। ଆଚ୍ଛା କହିଲ, କେମିତି ଲାଗିଲା ମୋ ମଜାକ୍ ?
The post ସ୍ତ୍ରୀ ନୁହେଁ ତୁମେ ରାଜକୁମାରୀ appeared first on Odisha Reporter.
from Odisha Reporter https://ift.tt/3jKCF2x
No comments:
Post a Comment