୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ

ଜଳେଶ୍ୱର (ଅଜିତ ଦାସ): ୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ। ଶୁଣି ଆଶ୍ଚର୍ଯ୍ୟ  ଲାଗୁଥିଲେ ମଧ୍ୟ କଥାଟା ସତ।

ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ କିଛି ମତ୍ସ୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ ଟଙ୍କା ରହିଛି।

ମା’ ବସନ୍ତୀ ନାମକ ଏକ ଟ୍ରେଲରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତକାଲି ସେମାନେ ୩୩ଟି ଭୋଲା ମାଛ ଧରି ଫେରିଥିଲେ। ପରେ ସେଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା।

ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି।

 

The post ୩୩ଟି ମାଛ ବିକ୍ରି ହେଲା କୋଟିଏ ଟଙ୍କାରେ appeared first on Odisha Reporter.



from Odisha Reporter https://ift.tt/3GqXuw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages