କାନ୍ଦୁଛନ୍ତି ମିଥୁନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 23, 2023

କାନ୍ଦୁଛନ୍ତି ମିଥୁନ

ଗୋଟିଏ ପଟେ ବିଜେଡି ନେତାଙ୍କ ଗାଡ଼ି ଶବ୍ଦରେ ଗାଁ ଦାଣ୍ଡ ଫାଟି ପଡୁଛି, ଅନ୍ୟପଟେ ନୂଆଁଣିଆ ଚାଳ ଛପର ଘରେ ୧୭ ବର୍ଷର ପୁଅଟି କାକୁତିମିନତି ହୋଇ ସରକାରଙ୍କୁ ଗୁହାରି କରୁଛି। ବାଇକରେ ଲକ୍ଷ ଲକ୍ଷ ଟଙ୍କା ପେଟ୍ରୋଲ ପଡୁଛି ଆଉ ଭୋଜି ଭାତର ଆୟୋଜନ ବି ହେଉଛି। ଖୋଦ ବିଧାୟକ ନିଜେ ରହି ସଂଗଠନ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ଭଦ୍ରକ ଚାନ୍ଦବାଲି କରଞ୍ଜମାଳର ମିଥୁନ ବେହେରାଙ୍କ କାନ୍ଦଣାର ସ୍ୱର ବିଧାୟକଙ୍କ କାନରେ ପଡୁନି କି ତାଙ୍କ ନିକଟରେ ପହଞ୍ଚି ସାନ୍ତନା ଦେବାକୁ ସମୟ ହେଉନି।  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qxIvh02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages