ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ୪୦% କମ୍‌ ଦରମା ନେବାକୁ କହିଲେ ଏହି ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ୪୦% କମ୍‌ ଦରମା ନେବାକୁ କହିଲେ ଏହି ରାଷ୍ଟ୍ରପତି

ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଏବେ ଚର୍ଚ୍ଚାରେ। ନିଜ ଦରମାର ୪୦ଭାଗ କାଟିଦେବାକୁ କହି ସେ ଚର୍ଚ୍ଚାରେ ରହିଛନ୍ତି। ମେକ୍ସିକୋର ନବ ନିର୍ବାଚିତ ରାଷ୍ଟ୍ରପତି ଆନ୍ଦ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର। ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କର ଦରମା ତୁଳନାରେ ସେ ୪୦ପ୍ରତିଶତ କମ୍‌ ଦରମା ନେବେ।  ନିକଟରେ ଏକ ସାକ୍ଷାତକାରରେ ଲୋପେଜ୍‌ ଏକଥା କହିଛନ୍ତି। ପ୍ରତି ମାସରେ ସେ ୫,୭୦୭ ଡଲାର୍‌ ଦରମା ନେବା କଥା କହିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀ ରାଷ୍ଟ୍ରପତିଙ୍କଠାରୁ ଅଧିକ ଦରମା ନେବେନି ବୋଲି କହିଛନ୍ତି। ଏଥିସହ ସେ କିଛି ନୂଆ ଯୋଜନାର ଆରମ୍ଭ

ଉଲ୍ଲେଖଯୋଗ୍ୟ, ରବିବାର ଦିନ ମେକ୍ସିକୋରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଥିଲା। ଏହି ନିର୍ବାଚନରେ ବିରୋଧୀ ଦଳର ନେତା ଆନ୍ଦ୍ରେସ୍‌ ଲୋପେଜ୍‌ ଓବ୍ରାଡୋର ବିଜୟ ହାସଲ କରିଛନ୍ତି।



from OdishaReporter https://ift.tt/2NWsLM5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages