କୁଜଙ୍ଗରେ ବିଜେଡିର ମହିଳା ସମାବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

କୁଜଙ୍ଗରେ ବିଜେଡିର ମହିଳା ସମାବେଶ

kujanga

ଜଗତସିଂହପୁର: ପାରାଦୀପ ନିର୍ବାଚନମଣ୍ଡଳୀ କୁଜଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ ଆୟୋଜିତ ହେଉଛି। ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ସମାବେଶ ଆୟୋଜନ କରାଯାଇଛି।

କୁଜଙ୍ଗ ବ୍ଲକ୍ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ଯୋଗ ଦେବା ଲାଗି ଜିଲ୍ଲାରୁ ବହୁ ସଂଖ୍ୟାରେ ମହିଳା କର୍ମୀ ଓ ସମର୍ଥକ ରୁଣ୍ଡ ହୋଇଛନ୍ତି। ବିଜେଡିର ଏହି ମହିଳା ସମାବେଶରେ ରାଜ୍ୟର ନେତୃବର୍ଗ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ବୈଠକରେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କୁ ଦୂରେଇ ରଖାଯାଇଛି।   ସମାବେଶରେ କିଛି ଦାମ ଅନୁଗତ ମଧ୍ୟ ଯୋଗଦେଉଥିବା ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2RhMcRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages