ଫ୍ରି ଆଇପିଏଲ୍ ଟିକେଟ୍‌ରେ ଲାଗିବ ୧୮% ଜିଏସ୍‌ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଫ୍ରି ଆଇପିଏଲ୍ ଟିକେଟ୍‌ରେ ଲାଗିବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର) ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍) ମ୍ୟାଚ ଦେଖିବା ପାଇଁ ଯଦି ଆପଣଙ୍କୁ ମାଗଣାରେ ଫ୍ରାଞ୍ଚାଇଜି ଓନରଙ୍କଠାରୁ କମ୍ପ୍ଲିମେଣ୍ଟାରି ଟିକେଟ ମିଳିଛି ତେବେ  ତାହାକୁ ନେଇ ବେଶି ଖୁସି ହେବାର କିଛି ନାହିଁ। କାରଣ ଏଥିରେ ବି  ଆପଣଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏହା ଟିକସ ମୁକ୍ତ ନୁହେଁ। ଏଥିରେ ୫% କି ୧୨ % ନୁହେଁ ବରଂ ୧୮% ଟିକସ ଲାଗୁ ହେବ। ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ(ଏଏଆର୍) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

କୌଣସି ମତେ ଯଦି  ମାଗଣାରେ କାହାକୁ ଆଇପିଏଲ୍ ଟିକେଟ୍‌ ମିଳିଛି ଏଥିରେ ଜିଏସ୍‌ଟି ଲାଗୁ ହେବ କି ନାହିଁ ସେ ନେଇ କେ.ପି.ଏଚ୍ ଡ୍ରିମ୍ କ୍ରିକେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏକ ଆବେଦନର ଉତ୍ତରରେ ଏଏଆର୍ କହିଛନ୍ତି ଏଥିରେ ୧୮% ଜିଏସ୍‌ଟି ଲାଗୁହେବ।

 



from Odisha Reporter https://ift.tt/2QMR9R9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages