ପ୍ରଭୁଦେବାଙ୍କୁ ନାକେଦମ୍‌ କଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ପ୍ରଭୁଦେବାଙ୍କୁ ନାକେଦମ୍‌ କଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

ମୁମ୍ବାଇ:ବଲିଉଡ୍‌ର କୋରିଓଗ୍ରାଫିର ମାଷ୍ଟର ହେଲେ ପ୍ରଭୁଦେବା। ପ୍ରଭୁଦେବାଙ୍କ ନୃତ୍ୟ ଅତୁଳନୀୟ। ହେଲେ ବଲିଉଡ୍‌ରେ ମାଇକେଲ ଜାକ୍‌ସନନ କୁହାଯାଉଥିବା ପ୍ରଭୁଦେବାଙ୍କୁ ଟକ୍କର ଦେଇଛନ୍ତି ଚୁଲବୁଲି ନାୟିକା କ୍ୟଟ୍ରିନା କୈଫ୍‌।

‘ଠଗ୍‌ସ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ସୁଟିଂ ସେଟ୍‌ରେ ଏମିତି କିଛି କମାଲ କରିଛନ୍ତି କ୍ୟାଟ୍ରିନା। ଯାହାଙ୍କୁ ସେ ନୃତ୍ୟରେ କୋରିଓଗ୍ରାଫି କରୁଥିଲେ ତାଙ୍କରି ପାଖରେ ପ୍ରଭୁଦେବାଙ୍କୁ ନାକେଦମ ବାକୁ ପଡ଼ିଛି। ଯାହା ପ୍ରଭୁଦେବା କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି କିଛି ଘଟଣା ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ଘଟିଛି। ବଲିଉଡ୍‌ରେ ମିଷ୍ଟର ପରଫେକ୍ଟନିଷ୍ଟ୍‌ ଆମିର ଖାନ୍‌ଙ୍କ ଏହା ହେଉଛି ଡ୍ରିମ୍‌ ପ୍ରୋଜେକ୍ଟ।

ୟସ୍‌ ରାଜ୍‌ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଆସନ୍ତା ଦୀପାବଳିରେ ରିଲଜ୍‌ ହେବ। ଏଥିରେ ଅମୀର ଖାନ୍‌, କ୍ୟଟ୍ରିନା କୈଫ୍‌ ,ଏବଂ ଅମିତାବ ବଚ୍ଚନ ଏକ ସଙ୍ଗେ ନଜରକୁ ଆସିବେ। ତାଙ୍କ ସହିତ ଫତିମା ସନା ସେଖ୍‌ ବି ଆସିବେ।



from Odisha Reporter https://ift.tt/2CHIYlo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages