୬ ନଭେମ୍ୱର, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଦେଖିଚାହିଁ କଥା ହେବା ଉଚିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

୬ ନଭେମ୍ୱର, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଦେଖିଚାହିଁ କଥା ହେବା ଉଚିତ୍‌

Rasi-Fala-2-1-1-3-2-1-2-1-2-1-1-3

ମେଷ: ବ୍ୟସ୍ତତା ଭିତରେ ଦିନଟି କାଟିବ। କୌଣସି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବ। ପେଟ ସମସ୍ୟା ଦେଖାଦେଇପାରେ।

ମିଥୁନ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତାରୁ ମୁକ୍ତି ମିଳିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ସିଂହ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କନ୍ୟା: ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ତୁଳା:  ଅସୁସ୍ଥତା ଅନୁଭବ କରିବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ଲାନ୍ତ ଅନୁଭବ କରିବେ।

ବିଛା: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ। ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ହନୁମାନଙ୍କୁ ପୂଜା କରନ୍ତୁ, ସମସ୍ୟା କମିବ।

ଧନୁ: କ୍ୟାରିୟରେ ସଫଳତା ମିଳିବ। ବ୍ୟବସାୟରେ ଅଧିକ ଲାଭ ମିଳିବ। ବିଦାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ନୂଆ ସୁଯୋଗ ମିଳିବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ପୂରା ହେବାର ସମ୍ଭାବନା ରହିଛି। ପରିବାର ଲୋକଙ୍କ ସହଯୋଗ ମିଳିବ।

କୁମ୍ଭ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଆଜି ନୂଆ କାମ ଆରମ୍ଭ କରିପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା ପିଇବାର ଧ୍ୟାନ ରଖନ୍ତୁ।



from Odisha Reporter https://ift.tt/2PdIACn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages