ସିବିଏସ୍‌ଇ ପରୀକ୍ଷା ସୂଚୀ ଘୋଷଣା; ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଓ ୨୧ରୁ ଦଶମ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ସିବିଏସ୍‌ଇ ପରୀକ୍ଷା ସୂଚୀ ଘୋଷଣା; ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଓ ୨୧ରୁ ଦଶମ ପରୀକ୍ଷା

cbse

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ସିବିଏସ୍‌ଇ ପରୀକ୍ଷା ପାଇଁ ସୂଚୀ ଘୋଷଣା ହୋଇଛି। ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ଏପ୍ରିଲ୍‌ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେହିପରି ଫେବ୍ରୁଆରୀ ୨୧ ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ରଛାତ୍ରୀମାନେ cbse.nic.in ରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି କୁହାଯାଇଛି ।



from Odisha Reporter http://bit.ly/2Sitzgn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages