
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ବ୍ୟାଙ୍କ ଏବଂ ଡାକ ଘରେ ଟଙ୍କା ଜମା କରି ଯଦି କେହି ବର୍ଷକୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ହାସଲ କରୁଛନ୍ତି ତେବେ ଏହି ସୁଧଜନିତ ଆୟରେ ଟିକସ ଲାଗୁ ହେବ ନାହିଁ। ପୂର୍ବରୁ ଏହା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା।
କିନ୍ତୁ ସରକାରଙ୍କ ଏହି ଘୋଷଣାକୁ ସମାଲୋଚନା କରି ଟିକସ ବିଶେଷଜ୍ଞମାନେ କହିଛନ୍ତି ଯେ, ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଆୟ ବର୍ତ୍ତମାନର ଆୟକର ନିୟମ ଅନୁସାରେ ଟିକସ ପରିସରଭୁକ୍ତ ହେବ।
from Odisha Reporter http://bit.ly/2HLNcMK
No comments:
Post a Comment