ବାଇକ୍‌ରେ ନେଉଥିଲେ ବାଘ ଚମଡ଼ା, ଧରିନେଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବାଇକ୍‌ରେ ନେଉଥିଲେ ବାଘ ଚମଡ଼ା, ଧରିନେଲା ପୁଲିସ

କଳାହାଣ୍ଡି(ରାଜକୁମାର ସିଂହଦେଓ) :କଳାହାଣ୍ଡି  ଜିଲ୍ଲାରେ ଜବତ ହୋଇଛି ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି।

ପାଟ୍ରୋଲିଂ ବେଳେ ଏକ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିଥିଲା। ତେବେ ପୁଲିସ ଆସିବା ଦେଖି ବସ୍ତା ଓ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ ୨ ଦୁର୍ବୃତ୍ତ। ବସ୍ତାକୁ ଖୋଲି ଦେଖିବା ପରେ ସେଥିରେ ବାଘଛାଲ ଥିବା ଜଣାପଡିଥିଲା।



from Odisha Reporter https://ift.tt/2UWAH3e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages